୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତାରେ କରୋନାକୁ ନେଇ ସତର୍କ କରିବା ସହ ନଡରିବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ୧୦ ପ୍ରତିଶତ ଲୋକଙ୍କ ପାଇଁ ସମସ୍ୟା ୧୦୦ ପ୍ରତିଶତ ବଢିବାର ଆଶଙ୍କା ରହିଛି ବୋଲି ସତର୍କ କରାଇ ଦେଇଛନ୍ତି । କରୋନାକୁ ନକଡରି ଏହାର ମୁକାବିଲା କରିବା ପାଇଁ ଆହ୍ୱାନ କରିବା ସହ ରାଜ୍ୟ ବାହାରୁ ଆସିଥିବା ପ୍ରବାସୀଙ୍କ ପ୍ରତି ସଦଭାବ ପ୍ରଦର୍ଶନ କରିବାକୁ ସେ କହିଛନ୍ତି । … Continue reading ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ : ମୁଖ୍ୟମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed