ମାଆର ଯନ୍ତ୍ରଣା ଆଗେରେ ଉଭେଇଗଲା ପୁଅର କୁଆଁ କୁଆଁ ଡ଼ାକ, ନବ ଜନ୍ମିତ ପୁଅକୁ ରାସ୍ତାରେ ଛାଡ଼ି ଚାଲିଗଲା ମାଆ…

ସୁନ୍ଦରଗଡ଼: କରୋନା ପାଇଁ କଳା ମଚ୍‌ ମଚ୍‌ ରାସ୍ତାରେ ଲେଖି ହେଉଛି  ଗୋଟିଏ ପରେ ଗୋଟିଏ କରୁଣ ଚିତ୍ର । ଲକ୍‌ଡାଉନରେ ରାସ୍ତା ପାଲଟିଛି ପ୍ରବାସୀଙ୍କ ଦୁଃଖର ମୁକ ସାକ୍ଷୀ । କାରଣ ଏହି ଭିତରେ ପ୍ରବାସୀଙ୍କ ଝାଳ ଏବଂ କୋହଫଟା ଲୁହରେ ଭିଜୁଛି ଦେଶର ସବୁ ରାସ୍ତା । କେତେବେଳେ ଭିଟାମାଟିକୁ ଯାତ୍ରା ଟ୍ରକ୍‌ ଚକା ତଳେ ଅଟକି ଯାଉଛିତ ପୁଣି କେତେବେଳେ ଭୋକିଲା ପେଟରେ ପାଦେ ଆଗଉନି ପାଦ । ପାଞ୍ଚ ଇଞ୍ଚର ପକେଟରେ … Continue reading ମାଆର ଯନ୍ତ୍ରଣା ଆଗେରେ ଉଭେଇଗଲା ପୁଅର କୁଆଁ କୁଆଁ ଡ଼ାକ, ନବ ଜନ୍ମିତ ପୁଅକୁ ରାସ୍ତାରେ ଛାଡ଼ି ଚାଲିଗଲା ମାଆ…