spot_img

Latest Posts

ପୁଣି ଅଲୋଡା ହେଲା ଶିଶୁକନ୍ୟା ; ମହାରାଜା ହଲ୍ ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଭୁବନେଶ୍ୱର : ପୁଣି ଅଲୋଡ଼ା ଶିଶୁକନ୍ୟା। ରାଜଧାନୀ ଭୁବନେଶ୍ଵରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମହାରାଜା ସିନେମା ହଲ ନିକଟ ରାସ୍ତା କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ବଢ଼ି ଭୋରରୁ କିଏ ଛାଡ଼ି ଚାଲି ଯାଇଥିବାବେଳେ ଉଦ୍ଧାର କଲେ ସାଧାରଣ ଲୋକେ। ପୋଲିସକୁ ଖବର ଦେବା ପରେ ସହିଦନଗର ଥାନା ପୋଲିସ ପହଁଚି ଶିଶୁକନ୍ୟାକୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଛନ୍ତି। ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ଜଣାପଡିଛି.

Latest Posts

Don't Miss