କଟକରେ ଡାକ୍ତର ହେଲେ କରୋନା ଆକ୍ରାନ୍ତ

କଟକ: କଟକରେ ଜଣେ ଡାକ୍ତର ଏବେ କୋରୋନା ଆକ୍ରାନ୍ତ । ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଆକ୍ରାନ୍ତ ଡାକ୍ତର ଜଣକ ଜଣେ ଶିଶୁ ରୋଗ ବିଶେଷଜ୍ଞ । ସେ କଟକ ସିଟି ହସ୍ପିଟାଲରେ କାର୍ଯ୍ୟରତ ଥିଲେ । ତାଙ୍କ ନାଁ ଡ. ସି ପଣ୍ଡା ବୋଲି ଜଣାପଡ଼ିଛି । ତେବେ ସବୁଠାରୁ ବଡ଼ କଥା ହେଲା ସେ କୌଣସି କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁନଥିଲେ । ହେଲେ କରୋନା … Continue reading କଟକରେ ଡାକ୍ତର ହେଲେ କରୋନା ଆକ୍ରାନ୍ତ