କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍‌ଲାଇନ୍: ରଥଯାତ୍ରା ନେଇ ଆଶା ଉଜ୍ଜିବୀତ

ପୁରୀ: ରଥଯାତ୍ରା ନେଇ ମଉଳି ଯାଇଥିବା ଆଶାକୁ ପୁଣି ଜାଗ୍ରତ କରିଛି କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍‌ । ଗ୍ରୀନ୍‌ ଜୋନ୍‌ରେ ଆସୁଛି ପୁରୀ ଜିଲ୍ଲା। ତେଣୁ କୋଭିଡ୍‌ ନିୟମ ଅନୁସାରେ ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ କାମ ଆରମ୍ଭ ହୋଇ ପାରିବ ବୋଲି ଆଶା କରାଯାଉଛି। ସେପଟେ କେବଳ ବିଧି ରକ୍ଷା ନକରି ପରମ୍ପରା ଅନୁସାରେ ରଥଯାତ୍ରା କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି। ଅବସ୍ଥା ଦେଖି ଚାଲିଛି ବ୍ୟବସ୍ଥା । ସଂକ୍ରମଣ ମାତ୍ରାକୁ ଦେଖି … Continue reading କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍‌ଲାଇନ୍: ରଥଯାତ୍ରା ନେଇ ଆଶା ଉଜ୍ଜିବୀତ