ଦୁଇ ନାବାଳକଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼: ଦୁଇଜଣଙ୍କୁ ବାପା ହତ୍ୟା କରିଥିବା ଅଭିଯୋଗ ଆଣିଲେ ଆଈ
ନୟାଗଡ଼: ନୟାଗଡ଼ର ଫତେଗଡ଼ରେ ଘଟିଥିବା ଦୁଇ ନାବାଳକଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼ । ବାପାଙ୍କ ଦ୍ବିତୀୟ ବିବାହ ପାଇଁ ପ୍ରସ୍ତାବ ଆସିବାରୁ ଦୁହେଁ ଆତ୍ମହତ୍ୟା କରିଥିବା ନେଇ ପ୍ରଥମରୁ କୁହାଯାଇଥିଲା । ମାତ୍ର ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଅପଡେଟ । ଦୁଇ ନାବାଳକଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ସେମାନଙ୍କର ଆଈ କହିଛନ୍ତି । ପିଲାମାନଙ୍କୁ ତାଙ୍କ ବାପା ତଡ଼ି ଦେଇଥିବା ମାମୁଁଙ୍କୁ ଆଗରେ କହିଥିଲେ । ଘରକୁ କୁଣିଆ … Continue reading ଦୁଇ ନାବାଳକଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼: ଦୁଇଜଣଙ୍କୁ ବାପା ହତ୍ୟା କରିଥିବା ଅଭିଯୋଗ ଆଣିଲେ ଆଈ
Copy and paste this URL into your WordPress site to embed
Copy and paste this code into your site to embed