AIIMS‌ରେ ଚିକିତ୍ସା ପାଇଁ ଆସିଲା ନୂଆ ଆପ୍‌, ଜାଣନ୍ତୁ ଏହାର ବ୍ୟବହାର କେମିତି କରିବେ

ଭୁବନେଶ୍ୱର: କରୋନା କଟକଣା ପାଇଁ ଜୁଲାଇ ୧୦ ତାରିଖ ଠାରୁ ପରବର୍ତ୍ତୀ ବଜ୍ଞକ୍ତି ପର୍ଯ୍ୟନ୍ତ AIIMSର ସମସ୍ତ ବର୍ହିବିଭାଗ ଚିକିତ୍ସା ସେବା ବନ୍ଦ ରହିଛି । କରୋନା ପଜିଟିଭ ବାହାରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ବିଭାଗ ଗୁଡ଼ିକ ବନ୍ଦ ରହିବା ଫଳରେ ବହୁ ରୋଗୀ ନିଶ୍ଚିତ ଭାବରେ ଅସୁବିଧାର ସମ୍ମୁଖିନ ହେବେ । ଏନେଇ ରୋଗୀ ସେବା ପାଇଁ ଭୁବନେଶ୍ୱର AIIMS ଆରମ୍ଭ କରିଛି ସ୍ୱତନ୍ତ୍ର ଆପ ବ୍ୟବସ୍ଥା । ସ୍ଵାସ୍ଥ୍ୟ … Continue reading AIIMS‌ରେ ଚିକିତ୍ସା ପାଇଁ ଆସିଲା ନୂଆ ଆପ୍‌, ଜାଣନ୍ତୁ ଏହାର ବ୍ୟବହାର କେମିତି କରିବେ