ଛାଡ଼ପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ କଲେ ଅକ୍ଷୟଙ୍କ ସ୍ତ୍ରୀ
ଫାଶୀରୁ ବର୍ତ୍ତିବା ଲାଗି ନିର୍ଭୟା ଦୋଷୀଙ୍କ ନୂଆ ନାଟକ । ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କଲେ ଦୋଷୀ ଅକ୍ଷୟଙ୍କ ପତ୍ନୀ ପୁନିତା । ଛାଡ଼ପତ୍ର ନେଇ ଫ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି । ଆବେଦନରେ ସେ ଅକ୍ଷୟଙ୍କ ବିଧବାଭାବରେ ବଞ୍ଚିବାକୁ ଚାହୁଁନଥିବା ଉଲ୍ଲେଖ କରିଛନ୍ତି । ତେବେ ବଳାତ୍କାର ମାମଲାରେ ତାଙ୍କ ସ୍ୱାମୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କୁ ଫାଶୀ ଦିଆଯିବା ଉଚିତ ବୋଲି ସେ କହିଛନ୍ତି । ଅକ୍ଷୟଙ୍କ ପତ୍ନୀଙ୍କ ଓକିଲ ମୁକେଶ … Continue reading ଛାଡ଼ପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ କଲେ ଅକ୍ଷୟଙ୍କ ସ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed