ଦୂରହାଟକୁ ସଉଦା କିଣି ଗଲେ ଗାଡ଼ି ଉଠାଇ ନେବ ପୋଲିସ

ଭୁବନେଶ୍ୱର: ଏଥର ଅମାନିଆଙ୍କ ଗାଡ଼ି ଉଠାଇଲା ପୋଲିସ । କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ନିୟମ ନମାନି ଗାଡ଼ିରେ ବୁଲୁଥିବା ଲୋକଙ୍କ ଗାଡ଼ିକୁ ପୋଲିସ ଉଠାଇ ନେଉଛି । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ପୋଲିସ୍‌ ଏଭଳି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ମାର୍କେଟିଂ ବାହାନାରେ ବାହାରେ ଘେରାଏ ବୁଲି ଆସିବାକୁ ଚେଷ୍ଟା କରୁଥିବା ଲୋକ ହରଡ଼ଘଣାରେ ପଡ଼ିଛନ୍ତି । ଭୁବନେଶ୍ୱରରୁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ୧ ନମ୍ବର ହାଟ ସମେତ ବିଭିନ୍ନ ଛକରେ … Continue reading ଦୂରହାଟକୁ ସଉଦା କିଣି ଗଲେ ଗାଡ଼ି ଉଠାଇ ନେବ ପୋଲିସ