କରୋନା ନେଇ ଭଲ ଖବର: ଗତ ୧୪ ଦିନ ମଧ୍ୟରେ ଦେଶର ୨୫ ଜିଲ୍ଲାରୁ ଆସିନ ନୂଆ ମାମଲା

ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱ ତଥା ଦେଶରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଦିନ ଗଡ଼ିବା ସହ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ସମୟରେ କରୋନାକୁ ନେଇ ଆସିଛି ଭଲ ଖବର । ଦେଶର ୧୫ ରାଜ୍ୟର ୨୫ ଜିଲ୍ଲାରେ ଗତ ୧୪ ଦିନ ମଧ୍ୟରେ କୌଣସି ବି ନୂଆ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ସାମ୍ନାକୁ ଆସିନି । ଆଶା କରାଯାଉଛି କି, ଆଗାମୀ ଦିନରେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ କୌଣସି ମାମଲା … Continue reading କରୋନା ନେଇ ଭଲ ଖବର: ଗତ ୧୪ ଦିନ ମଧ୍ୟରେ ଦେଶର ୨୫ ଜିଲ୍ଲାରୁ ଆସିନ ନୂଆ ମାମଲା