spot_img

Latest Posts

ସୋମବାରରେ ବ୍ଲକ ଅଫିସ ଫାଙ୍କା: କାର୍ଯ୍ୟାଳୟରେ ନାହାନ୍ତି ଅଧିକାରୀ

ସୋମବାରରେ ବ୍ଲକ ଅଫିସ ଫାଙ୍କା । କାର୍ଯ୍ୟାଳୟରେ ନାହାନ୍ତି ଅଧିକାରୀ । ବ୍ଲକକୁ ଆସି ନିରାଶ ଲୋକେ । ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ l ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ସୋମବାର ଦିନ ଅଧିକାରୀ ମାନେ ଜନସାଧାରଣଙ୍କ ଅଭିଯୋଗ ଶୁଣିବାର ବ୍ୟବସ୍ଥା ରହିଛି । ହେଲେ ଛେଣ୍ଡିପଦା ବ୍ଲକରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବିଡ଼ିଓଙ୍କ ମାଙ୍କ ମୃତ୍ୟୁର ଭୋଜି ଖାଇବା ପାଇଁ ବ୍ଲକର ଅଧିକାରୀ ମାନେ ତାଲା ପକାଇ ନରସିଂହପୁର ଯାଇଥିଲେ । ବ୍ଲକରେ ହାତ ଗଣତି କେତେ ଜଣ କର୍ମଚାରୀ ଥିବା ବେଳେ ଅନ୍ୟ ସମସ୍ତ କର୍ମଚାରୀ ମାନେ ଭୋଜି ଖାଇବାକୁ ଯାଇଥିବା ଅଭିଯୋଗକାରି ମାନେ ପ୍ରକାଶ କରିଛନ୍ତି l

Latest Posts

Don't Miss