ଉପ-ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ: ଘରେ ବସି ବି ଦେଇ ହେବ ଭୋଟ
ଭୁବନେଶ୍ୱର: ପ୍ରକାଶ ପାଇଲା ତିର୍ତ୍ତୋଲ ଓ ବାଲେଶ୍ଵର ଉପନିର୍ବାଚନ ପାଇଁ ବିଜ୍ଞପ୍ତି । କୋଭିଡ କଟକଣା ଭିତରେ ନିର୍ବାଚନ କରିବା ବଡ଼ ଚ୍ୟାଲେଞ୍ଜ । ତେବେ ପୂର୍ବରୁ ହେଉଥିବା ନିର୍ବାଚନଠାରୁ ଏହା ଭିନ୍ନ ହେବାକୁ ଯାଉଛି । ସାମାଜିକ ଦୂରତା ସହ ମତଦାନ କରିବାକୁ ଏଥର ବୁଥ୍ ସଂଖ୍ୟା ବଢାଯାଇଛି । ଏପରିକି ଘରେ ବସି ବି ପୋଷ୍ଟାଲ ବାଲଟ ଜରିଆରେ ନିର୍ବାଚନ ପୂର୍ବରୁ ଦେଇ ହେବ ଭୋଟ । ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା … Continue reading ଉପ-ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ: ଘରେ ବସି ବି ଦେଇ ହେବ ଭୋଟ
Copy and paste this URL into your WordPress site to embed
Copy and paste this code into your site to embed