ଏପ୍ରିଲରୁ ଲାଗୁହେବ NPR, ଜାଣନ୍ତୁ ଆପଣଙ୍କ ନାଁ ଏଥିରେ ଆସିବ କି ନାହିଁ ?

ନୂଆଦିଲ୍ଲୀ: ଚିହ୍ନଟ ହେବେ ଦେଶରେ ଥିବା ସନ୍ଦିଗ୍ଧ ନାଗରିକ । ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟାର (NPR)କୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିବା ପରେ NRIC ନେଇ ସରକାର କାମ ଆରମ୍ଭ କରିଛନ୍ତି । https://nandighoshatv.comnpr-updation-from-1st-april/ ନ୍ୟାସନାଲ ରେଜିଷ୍ଟର ଅଫ୍ ଇଣ୍ଡିଆନ୍ ସିଟିଜେନ୍ (NRIC) ହେଉଛି NRC । ପୂର୍ବରୁ ଏହା ଆସାମରେ ଲାଗୁ ହୋଇଥିବାରୁ ବାଦ୍ ଦିଆଯାଇ ପୂରା ଦେଶରେ ଏନଆରସି ଲାଗୁ ହେବ । NRICକୁ ସାରା ଦେଶରେ ଲାଗୁ କରିବା ପୂର୍ବରୁ କେନ୍ଦ୍ର ସରକାର … Continue reading ଏପ୍ରିଲରୁ ଲାଗୁହେବ NPR, ଜାଣନ୍ତୁ ଆପଣଙ୍କ ନାଁ ଏଥିରେ ଆସିବ କି ନାହିଁ ?