ଖୋଲିବ କାଉଣ୍ଟର: ଏମ୍ଆରପି ଦରରେ ସିଧାସଳଖ କିଣିପାରିବେ ମଦ

ଭୁବନେଶ୍ୱର: ବୁଧବାରଠାରୁ ରାଜ୍ୟର ସମସ୍ତ ମଦ କାଉଣ୍ଟରେ ମିଳିବ ମଦ । ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ଯାଏଁ ମଦ ଦୋକାନ ଖୋଲା ରହିବ । କାଉଣ୍ଟର ଗୁଡିକରେ ବିଦେଶୀ ମଦ ସହ ବିୟର ମିଳିବ ବୋଲି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ମଦ କାଉଣ୍ଟରେ ହେଉଥିବା ଭିଡକୁ ଏହାଇବା ପାଇଁ ଇ-ଟୋକନ ଜରିଆରେ ମଦ ବିକ୍ରି କରାଯିବ ବୋଲି ଜଣାପଡିଛି।  http://osbc.co.in ପୋର୍ଟାଲରେ ସ୍ଲଟ୍ ବୁକିଂ କରି ଟୋକନ୍ ହାସଲ … Continue reading ଖୋଲିବ କାଉଣ୍ଟର: ଏମ୍ଆରପି ଦରରେ ସିଧାସଳଖ କିଣିପାରିବେ ମଦ