୨୪୧ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ ନିଯୁକ୍ତି ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ଟପିଥିବା ବେଳେ ପ୍ରତିଦିନ ସଂକ୍ରମଣ ବଢ଼ୁଛି । କୋଭିଡ୍ ଯୋଦ୍ଧା ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି । ସଂକ୍ରମଣରୁ ବାଦ୍ ପଡ଼ୁନାହାଁନ୍ତି ଆଗ ଧାଡ଼ିର କୋଭିଡ୍ ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ । ଏଭଳି ସ୍ଥିତିରେ କୋଭିଡ୍ ଚିକିତ୍ସାକୁ ଆହୁରି ମଜଭୁତ୍ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । କୋଭିଡ୍ ମୁକାବିଲାରେ ସହଯୋଗ ପାଇଁ ଆଜି ୨୪୧ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି ।  ସ୍ୱାସ୍ଥ୍ୟ … Continue reading ୨୪୧ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ ନିଯୁକ୍ତି ଦେଲା ସ୍ୱାସ୍ଥ୍ୟ ବିଭାଗ