ଉପନିର୍ବାଚନ ତାରିଖ ପାଖେଇବା ସହ ଜମୁଛି ପ୍ରଚାର, ଜିତିବା ପାଇଁ ଚାଲିଛି ପ୍ରାର୍ଥୀଙ୍କର ଆପ୍ରାଣ ଉଦ୍ୟମ ଚେଷ୍ଟା

ବାଲେଶ୍ୱର/ତିର୍ତ୍ତୋଲ: ଉପନିର୍ବାଚନ ପ୍ରଚାର ପାଇଁ ମଝିରେ ଆଉମାତ୍ର ୬ଦିନ । ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ସମୀକରଣ ସେତିକି ରୋମାଞ୍ଚକର ହେଉଛି । ତିର୍ତ୍ତୋଲରେ ଆଜି କଂଗ୍ରେସକୁ ସିପିଏମ୍ ସମର୍ଥନ କରିବା ନେଇ ଦୁଇଦଳ ମଧ୍ୟରେ ବୁଝାମଣା ହୋଇଛି । ଏନେଇ ବିଜେଡି କହିଛି ସମର୍ଥନ କୌଣସି ପ୍ରଭାବ ପଡ଼ିବ ନାହିଁ । ସେପଟେ ବାଲେଶ୍ୱରରେ ତିନିଦଳର ନେତା ଓ ପ୍ରାର୍ଥୀ ଜିତିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିରିଡ଼ି ଅଞ୍ଚଳରେ … Continue reading ଉପନିର୍ବାଚନ ତାରିଖ ପାଖେଇବା ସହ ଜମୁଛି ପ୍ରଚାର, ଜିତିବା ପାଇଁ ଚାଲିଛି ପ୍ରାର୍ଥୀଙ୍କର ଆପ୍ରାଣ ଉଦ୍ୟମ ଚେଷ୍ଟା