ବିପର୍ଯ୍ୟୟ ମୁକାବିଲାରେ ସୁପରମ୍ୟାନ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ବଡ଼ ଚ୍ୟାଲେଞ୍ଜ ସହ ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ଆରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚମ ପାଳିର ପ୍ରଥମ ବର୍ଷରେ ସବୁଠାରୁ ଚ୍ୟାଲେଞ୍ଜ ଥିଲା ପ୍ରାକୃତିକ ବିପର୍ଯ୍ୟୟ ଓ କରୋନା ମହାମାରୀକୁ ଦୃଢ଼ତାର ସହ ମୁକାବିଲା କରିବା । ଏ ଦୁଇ ବିପର୍ଯ୍ୟୟକୁ ସଫଳତାର ସହ ଲଢ଼ି ଏବେ ନବୀନଙ୍କ ନେତୃତ୍ୱ ପୁଣି ସାଉଁଣ୍ଟିଛି ପ୍ରଶଂସା । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ, ପୂରା ଦେଶ ପାଇଁ … Continue reading ବିପର୍ଯ୍ୟୟ ମୁକାବିଲାରେ ସୁପରମ୍ୟାନ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ