କରୋନା ବିରୋଧରେ ଆରପାର୍ ଲଢ଼େଇ, ‘ବିପର୍ଯ୍ୟୟ’ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଭାରତରେ ପ୍ରଥମ କରୋନା ମୃତ୍ୟୁ ପରେ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ କରୋନାର ମୁକାବିଲା ପାଇଁ ସରକାର ୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଅର୍ଥରେ ସଚେତନତା ସହ ଲୋକଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ । #Breaking ଭୁବନେଶ୍ୱର: କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । … Continue reading କରୋନା ବିରୋଧରେ ଆରପାର୍ ଲଢ଼େଇ, ‘ବିପର୍ଯ୍ୟୟ’ ଘୋଷଣା କଲେ ରାଜ୍ୟ ସରକାର