ଡଙ୍ଗାରେ ଚେନ୍ନାଇରୁ ଫେରିଲେ ପ୍ରବାସୀ ଓଡ଼ିଆ, କ୍ୱାରେଣ୍ଟାଇନ୍‌ରେ ରଖିବାକୁ ପ୍ରଶାସନ ପ୍ରସ୍ତୁତ

ବ୍ରହ୍ମପୁର: ଲକ୍‌ଡାଉନ୍‌ ସମୟରେ ରାଜ୍ୟ ବାହାରେ ରହୁଥିବା ଲୋକେ ଏବେ ଘର ମୁହାଁ ହୋଇଛନ୍ତି । ପୁଣି ଜଳପଥ ଦେଇ ପ୍ରବାସୀ ଓଡ଼ିଆ ଫେରିଛନ୍ତି ଓଡ଼ିଶା । ଖବର ପାଇ ସମୂଦ୍ରକୂଳରେ ପହଞ୍ଚିଲା ପ୍ରଶାସନ । ପୂର୍ବରୁ ମଧ୍ୟ ଏଭଳି ଏକ ଟ୍ରଲର ମାଧ୍ୟମରେ ଓଡ଼ିଶାରେ ପହଞ୍ଚିଛନ୍ତି ୨୭ ପ୍ରବାସୀ ଓଡ଼ିଆ । ସେମାନଙ୍କୁ ଚିହ୍ନଟ ହେବା ପରେ କ୍ୱାରେଣ୍ଟାଇନ୍‌ରେ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି ।  ଆନ୍ଧ୍ରପ୍ରଦେଶ ଓ ଚେନ୍ନାଇରୁ ୩ଟି ଡଙ୍ଗାରେ ଓଡ଼ିଶା ଆସୁଛନ୍ତି  … Continue reading ଡଙ୍ଗାରେ ଚେନ୍ନାଇରୁ ଫେରିଲେ ପ୍ରବାସୀ ଓଡ଼ିଆ, କ୍ୱାରେଣ୍ଟାଇନ୍‌ରେ ରଖିବାକୁ ପ୍ରଶାସନ ପ୍ରସ୍ତୁତ