କାଲିଠୁ ଲକ୍ ଡାଉନ୍ ହେବ ଆଉ ୯ ଜିଲ୍ଲା, ରାଜ୍ୟରେ ଗଡ଼ିବନି ଯାତ୍ରୀବାହୀ ବସ୍
ଭୁବନେଶ୍ୱର: କରୋନା ସଂକ୍ରମଣକୁ ପ୍ରତିରୋଧ କରିବାକୁ ରାଜ୍ୟ ସରକାର ନୂଆ କଟକଣା ଜାରି କରିଛନ୍ତି । ପୂର୍ବରୁ ସରକାର ୫ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଆଜି ଆଉ ୯ଟି ଜିଲ୍ଲାକୁ ଏଥିରେ ଯୋଡ଼ିଛନ୍ତି । ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୪ ତାରିଖ ସକାଳ ୭ଟାରୁ ୯ଟି ଜିଲ୍ଲା ଲକ୍ ଡାଉନ ରହିବ । ଏହି ଜିଲ୍ଲା ଗୁଡ଼ିକ ହେଉଛି ପୁରୀ, ନୟାଗଡ଼, ଜଗତସିଂହପୁର, ଢେଙ୍କାନାଳ, ଭଦ୍ରକ, ଯାଜପୁର, ବାଲେଶ୍ୱର, ସମ୍ବଲପୁର, ଝାରସୁଗୁଡ଼ା । … Continue reading କାଲିଠୁ ଲକ୍ ଡାଉନ୍ ହେବ ଆଉ ୯ ଜିଲ୍ଲା, ରାଜ୍ୟରେ ଗଡ଼ିବନି ଯାତ୍ରୀବାହୀ ବସ୍
Copy and paste this URL into your WordPress site to embed
Copy and paste this code into your site to embed