ନିରାପଦରେ ଘରକୁ ଫେରିବେ ଓଡ଼ିଆ ଶ୍ରମିକ
ଭୁବନେଶ୍ୱର: ଲକ୍ଡାଉନ୍ ଯୋଗୁଁ ଗୁଜରାଟରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି । ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ କିଭଳି ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବେ ସେନେଇ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ନବୀନ । ଆଜି ଭିଡିଓ କନ୍ଫରେନ୍ସିଂ ଯ଼ୋଗେ ଏନେଇ ନବୀନ ଆଲୋଚନା କରିଥିବା ବେଳେ ତାଙ୍କ ସହ ସଚିବ … Continue reading ନିରାପଦରେ ଘରକୁ ଫେରିବେ ଓଡ଼ିଆ ଶ୍ରମିକ
Copy and paste this URL into your WordPress site to embed
Copy and paste this code into your site to embed