‘କାଳିଆ’ ଯୋଜନାରେ ହେଲା ସଂଶୋଧନ; କିଏ ପାଇବେ, କିଏ ନ ପାଇବେ ପୂରା ପଢ଼ନ୍ତୁ…
ଭୁବନେଶ୍ୱର: ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର ଲାଗୁ କରିଥିବା କାଳିଆ ଯୋଜନାର ନିୟମାବଳୀରେ ସଂଶୋଧନ । ରାଜ୍ୟ କ୍ୟାବିନେଟ୍ ଏହାକୁ ଅନୁମୋଦନ କରିଛି । ଉଭୟ କାଳିଆ ଓ କିଷାନ ଯୋଜନାର ଗାଇଡ୍ଲାଇନ୍କୁ ତର୍ଜମା କରିବା ପରେ ନିୟମରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର ।ଭୂମିହୀନ ଭାଗଚାଷୀମାନେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ନାହାନ୍ତି । ସେମାନଙ୍କୁ କାଳିଆ ଯୋଜନାରେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ । ୨୦୧୮-୧୯ ଆର୍ଥିକ ବର୍ଷରେ … Continue reading ‘କାଳିଆ’ ଯୋଜନାରେ ହେଲା ସଂଶୋଧନ; କିଏ ପାଇବେ, କିଏ ନ ପାଇବେ ପୂରା ପଢ଼ନ୍ତୁ…
Copy and paste this URL into your WordPress site to embed
Copy and paste this code into your site to embed