ରାଜ୍ୟରେ ଆଉ ଜଣେ କରେନା ସଂକ୍ରମିତ ଚିହ୍ନଟ ଓ ୫ ରୋଗୀ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସକାଳେ ପ୍ରଥମେ ୧୪ କରୋନା ପଜିଟିଭ ବାହାରି ଥିବା ବେଳେ ପୁଣି ୩ ଜଣ ମୟୂରଭଞ୍ଜରୁ ଚିହ୍ନଟ ହୋଇଛନ୍ତି  । ଏବେ ପୁଣି ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି । ସଂକ୍ରମିତ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଏବଂ ସଂକ୍ରମିତ ଜଣଙ୍କ ୨୬ ବର୍ଷର ଏବଂ ସେ … Continue reading ରାଜ୍ୟରେ ଆଉ ଜଣେ କରେନା ସଂକ୍ରମିତ ଚିହ୍ନଟ ଓ ୫ ରୋଗୀ ସୁସ୍ଥ