ସେଞ୍ଚୁରୀ ମାରିପାରେ ପିଆଜ ଦର: କଳା ବଜାରୀ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ରାଉରକେଲା, ଭୁବନେଶ୍ୱର: ନିୟନ୍ତ୍ରଣ ବାହାରେ ପିଆଜ ଦର । ମାରିପାରେ ସେଞ୍ଚୁରୀ  । କଳା ବଜାରୀ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲପାଳମାନଙ୍କୁ ସରକାର ନିର୍ଦ୍ଦେଶ ଦେବା ପରେ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ ହୋଇଛି । ନାସିକ ଓ କୁନ୍ନୁର ପରି ଯେଉଁସ୍ଥାନ ଉପରେ ପିଆଜ ପାଇଁ ଓଡ଼ିଶା ନିର୍ଭରଶୀଳ, ସେଠାରେ ପ୍ରବଳ ବର୍ଷା ଯୋଗୁ ଫସଲ ନିଷ୍ଟ ହୋଇଛି । ଏଭଳି ସ୍ଥିତି ଦୀପାବଳି ଯାଏ ଜାରି ରହିବ । କେନ୍ଦ୍ର ସରକାର ଅତ୍ୟାବଶ୍ୟକ … Continue reading ସେଞ୍ଚୁରୀ ମାରିପାରେ ପିଆଜ ଦର: କଳା ବଜାରୀ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ