ମନୋରଞ୍ଜନଙ୍କ ଭିଣୋଇଙ୍କ ବଡ ବୟାନ; ଦୁର୍ନୀତିର ଚେରରେ ଜଗି ଓ ଜୟ, ଉଭୟ ତଦନ୍ତ ପରିସରଭୁକ୍ତ ହୁଅନ୍ତୁ…

ଖୋର୍ଦ୍ଧା: OTVର ପୂର୍ବତନ ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀ ସରୁଅ ଜମି ଦୁର୍ନୀତି ମାମଲାରେ ଅଭିଯୁକ୍ତ ହୋଇଛନ୍ତି ।  ଆଜି ତାଙ୍କର ଅନ୍ତରୀଣ ଜାମିନ  ଆବେଦନ ଶୁଣାଣିର ତାରିଖ ଥିଲା । ମନୋରଞ୍ଜନ ଏବେ ସ୍ୱାସ୍ଥ୍ୟଗତ ସମସ୍ୟା ସହ ଜୁଝୁଛନ୍ତି । ତେବେ ଜାମିନ ଶୁଣାଣି ପୂର୍ବରୁ ତାଙ୍କ ଭିଣୋଇ ତଥା ଓକିଲ ହରିହର ମିଶ୍ର ଗଣମାଧ୍ୟମକୁ ଏକ ବଡବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ମନୋରଞ୍ଜନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ତଦନ୍ତ ପ୍ରକ୍ରିୟା ଉପରେ … Continue reading ମନୋରଞ୍ଜନଙ୍କ ଭିଣୋଇଙ୍କ ବଡ ବୟାନ; ଦୁର୍ନୀତିର ଚେରରେ ଜଗି ଓ ଜୟ, ଉଭୟ ତଦନ୍ତ ପରିସରଭୁକ୍ତ ହୁଅନ୍ତୁ…