ଗଣଦୁଷ୍କର୍ମ ମାମଲା: OTV ଇନ୍ପୁଟ୍ ପରେ ଆଉଟ୍ପୁଟ୍ ହେଡ୍ ଥାନାରେ
ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା । ସୋମବାର ଓଟିଭିର ଇନ୍ପୁଟ୍ ହେଡ୍ ଥାନାରେ ହାଜର ହୋଇଥିବା ବେଳେ ମଙ୍ଗଳବାର ମହିଳା ଥାନାରେ ହାଜର ହୋଇଛନ୍ତି ଓଟିଭି ଆଉଟ୍ପୁଟ ହେଡ୍ । ମହିଳା ଥାନା ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯିବା ପରେ ଆଜି ସେ ହାଜର ହୋଇଛନ୍ତି । ଥାନାରେ ହାଜର ହେବା ପରେ ସେ ନିଜର ପକ୍ଷ ରଖିଥିବା କୁହାଯାଉଛି । ଏହି ଗଣଦୁଷ୍କର୍ମ ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ ମଧ୍ୟ ନୋଟିସ୍ କରିଛି … Continue reading ଗଣଦୁଷ୍କର୍ମ ମାମଲା: OTV ଇନ୍ପୁଟ୍ ପରେ ଆଉଟ୍ପୁଟ୍ ହେଡ୍ ଥାନାରେ
Copy and paste this URL into your WordPress site to embed
Copy and paste this code into your site to embed