ବଦଳିଲେ ନୟାଗଡ଼ SDPO, ଥାନାଧିକାରୀ ନିଲମ୍ବିତ

ଭୁବନେଶ୍ୱର: ପରୀ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ । ବହୁଚର୍ଚ୍ଚିତ ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ପୋଲିସ ଡିଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନୟାଗଡ଼ ଥାନାଧିକାରୀ ରୀତାରାଣୀ ସାହୁଙ୍କୁ ନିଲମ୍ବନ କରାଯାଇଛି । ସେହିଭଳି ନୟାଗଡ଼ ଏସଡିପିଓ ନିରଞ୍ଜନ ପାଢ଼ୀଙ୍କୁ ବଦଳି କରାଯାଇଛି । ନିରଞ୍ଜନଙ୍କୁ ଡିଏସପି କନ୍ଧମାଳ ଦାୟିତ୍ୱ ଦିଆଯାଇଥିବା ଡିଜିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ପରୀ ମୃତ୍ୟୁ ମାମଲାରେ ସରକାର SIT ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । SIT ମୁଖ୍ୟ ଅରୁଣ … Continue reading ବଦଳିଲେ ନୟାଗଡ଼ SDPO, ଥାନାଧିକାରୀ ନିଲମ୍ବିତ