କେମିତି ନିଜ ଘରକୁ ଗଲେ ଯାତ୍ରୀ ? ଦେଖନ୍ତୁ ସ୍ପେଶାଲ ଟ୍ରେନ୍ ଭିତରର କିଛି ଫଟୋ
ନୂଆଦିଲ୍ଲୀ: କରୋନା ପାଇଁ ଘରକୁ ଫେରିବା ହୋଇପଡ଼ିଛି ମୁସକିଲ । ଦେଶରେ ଲକଡାଉନ୍ ଜାରି ରହିଥିବାରୁ ଜାତାୟତ ମଧ୍ୟ ଠପ୍ ହୋଇଯାଇଛି । କିନ୍ତୁ ଦେଶରେ ଲକଡାଉନ୍-୩.୦ ଚାଲିଥିବାବେଳେ ମେ ୧୨ରେ ପ୍ରଥମଥର ପାଇଁ ଦିଲ୍ଲୀରୁ ଦେଶର ବିଭିନ୍ନ ସହରକୁ ଟ୍ରେନ ଚଳାଚଳ କରାଯାଇଛି । ଲୋକଙ୍କୁ ଆଶ୍ୱସ୍ତି ତ ମିଳିଛି ତାସହ ଟ୍ରେନ ଯେପରି ମିସ୍ ନ ହୁଏ ଏଥିପାଇଁ ଲୋକ ଘଣ୍ଟାଏ ପୂର୍ବରୁ ,ଷ୍ଟେସନ ପହଞ୍ଚି ଯାଇଥିଲେ । ରେଲୱେ ଷ୍ଟେସନ ଉପରେ ନିୟୋଜିତ … Continue reading କେମିତି ନିଜ ଘରକୁ ଗଲେ ଯାତ୍ରୀ ? ଦେଖନ୍ତୁ ସ୍ପେଶାଲ ଟ୍ରେନ୍ ଭିତରର କିଛି ଫଟୋ
Copy and paste this URL into your WordPress site to embed
Copy and paste this code into your site to embed