ପ୍ଲାଜ୍ମା ଥେରାପି ଦ୍ୱାରା ଭାରତରେ ଆରମ୍ଭ ହେବ ସ୍ୱତନ୍ତ୍ର ଚିକିତ୍ସା…

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ ସଂକ୍ରମିତ ରୋଗୀମାନଙ୍କୁ ପ୍ଲାଜମା ଥେରାପି ଦିଆଯାଇ ଚିକିତ୍ସା ଆରମ୍ଭ ହେବ। ପ୍ଲାଜମା ଥେରାପିରେ କରୋନା ସଂକ୍ରମିତ ଠିକ୍ ହୋଇଥିବା ଲୋକଙ୍କ ରକ୍ତରୁ ପ୍ଲାଜମା ନେଇ କରୋନା ପଜିଟିଭ ଲୋକଙ୍କ ଚିକିତ୍ସା ହୋଇପାରିବ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏହି ପ୍ଲାଜ୍ମା ଟେକ୍ନୋଲୋଜିର ପରୀକ୍ଷାକୁ ଅନୁମତି ଦେଇସାରିଛି । ପ୍ଲାଜ୍ମା ଥେରାପିରେ, କରୋନା ଭାଇରସ୍ ସଂକ୍ରମିତ ଲୋକଙ୍କ ମଧ୍ୟରୁ ୮୦୦ ଲୋକେ ସଂପୂର୍ଣ୍ଣ ଆରୋଗ୍ୟ ହୋଇଛନ୍ତି । ଏହି ଥେରାପିରେ … Continue reading ପ୍ଲାଜ୍ମା ଥେରାପି ଦ୍ୱାରା ଭାରତରେ ଆରମ୍ଭ ହେବ ସ୍ୱତନ୍ତ୍ର ଚିକିତ୍ସା…