୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ କରୋନା ବିପଦ ମଧ୍ୟରେ ଆଜି ଦେଶକୁ ସମ୍ବୋଧନ କରି ଆସନ୍ତା ୨୧ ଦିନ ପାଇଁ ସମଗ୍ର ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି । କରୋନା ଭଳି ବିଶ୍ୱ ମହାମାରୀରୁ ରକ୍ଷା ପାଇବା ପାଇଁ ଲକ୍ ଡାଉନ୍ ବର୍ତ୍ତମାନ ପାଇଁ ଏକମାତ୍ର ଅସ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । #Breaking ନୂଆଦିଲ୍ଲୀ: ସ୍ଥିତିକୁ ଦେଖି ଏହି ୨୧ ଦିନ ବା ତିନି ସପ୍ତାହ ଧରି ହେବ । ଆସନ୍ତା ୨୧ … Continue reading ୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା