ବିରୋଧୀ ଦଳ ନେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ସରକାର ନେଇଥିବା ପଦକ୍ଷେପ ବାବଦରେ ଦେଲେ ସୂଚନା
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଆତଙ୍କ ଭିତରେ ଆଜି ପ୍ରଧାନମନ୍ତ୍ରୀ ଲୋକସଭା ଓ ରାଜ୍ୟସଭାର ବିରୋଧୀ ଦଳ ନେତାଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି । ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ନେତାଙ୍କୁ ସରକରା ନେଇଥିବା ପଦକ୍ଷେପ ବାବଦରେ ସୂଚିତ କରିଛନ୍ତି । ସେ ମଧ୍ୟ ବିରୋଧୀ ଦଳ ନେତାଙ୍କୁ କରୋନା ବିରୋଧୀ ଯୁଦ୍ଧ ମିଶିକରି ଲଢିବା ପାଇଁ ଆହ୍ୱାନ ଦେଇଛନ୍ତି । ମୋଦି ବିରୋଧୀ ଦଳଙ୍କୁ ସରକାରଙ୍କ ପଦକ୍ଷେପ ବାବଦରେ ଜଣାଇଲେ … Continue reading ବିରୋଧୀ ଦଳ ନେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ସରକାର ନେଇଥିବା ପଦକ୍ଷେପ ବାବଦରେ ଦେଲେ ସୂଚନା
Copy and paste this URL into your WordPress site to embed
Copy and paste this code into your site to embed