ଚୀନ୍‌କୁ ଲାଗିବ ଦ୍ୱିତୀୟ ବଡ଼ ଝଟକା, ମୋଦିଙ୍କ ଦେଶୀ ଆପ୍ ଆହ୍ୱାନ୍‌

ନୂଆଦିଲ୍ଲୀ: ଚୀନକୁ କଡ଼ା ଜବାବ ଦେବା ପାଇଁ ଭାରତ ସରକାର ଚୀନ୍‌ର ୫୯ଟି ଆପକୁ ଭାରତରୁ ବିଦା କରିଛନ୍ତି । ଯାହା ପରେ ଚାଇନାକୁ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି । ଆଉ ଏବେ ଭାରତକୁ ‘ଆତ୍ମନିର୍ଭରଶୀଳ’ କରିବାକୁ ଯୋଜନା ଆରମ୍ଭ କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଟ୍ୱିଟ୍ କରି କହିଛନ୍ତି ଯେ, ସେ ଆତ୍ମନିର୍ଭରଶୀଳ ଇଣ୍ଡିଆ ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜ ଆରମ୍ଭ କରିବାକୁ ଯାଉଛନ୍ତି । Today there is immense … Continue reading ଚୀନ୍‌କୁ ଲାଗିବ ଦ୍ୱିତୀୟ ବଡ଼ ଝଟକା, ମୋଦିଙ୍କ ଦେଶୀ ଆପ୍ ଆହ୍ୱାନ୍‌