ଓଏସୀଙ୍କ ନିଶାନାରେ ପ୍ରଧାନମନ୍ତ୍ରୀ, କହିଲେ ହିନ୍ଦୁତ୍ୱର ବିଜୟ ହୋଇଛି..!
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିକୁ ନାପସନ୍ଦ କରିଛନ୍ତି ଏଆଇଏମ୍ଏଏମ୍ ମୁଖ୍ୟ ଅସଦୁଦ୍ଦିନ ଓଏସୀ । ପ୍ରଧାନମନ୍ତ୍ରୀଙ୍କ ଭୂମିପୂଜାରେ ସାମିଲ ହେବାକୁ ସମାଲୋଚନା କରି ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କୌଣସି ଗୋଟିଏ ସମ୍ପ୍ରଦାୟର ପ୍ରଧାନମନ୍ତ୍ରୀ ନୁହନ୍ତି । ଭାରତର ଗୋଟିଏ ଧର୍ମ । ପ୍ରଧାନମନ୍ତ୍ରୀ ଏକ ଧର୍ମୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଦ୍ୱାରା ଗଣତନ୍ତ୍ର ପରାଜୟ ହୋଇଛି ବୋଲି ସେ କହିଛନ୍ତି । ଓଏସୀ କହିଛନ୍ତି ଯେ, ପିଏମ ଏହି … Continue reading ଓଏସୀଙ୍କ ନିଶାନାରେ ପ୍ରଧାନମନ୍ତ୍ରୀ, କହିଲେ ହିନ୍ଦୁତ୍ୱର ବିଜୟ ହୋଇଛି..!
Copy and paste this URL into your WordPress site to embed
Copy and paste this code into your site to embed