କରୋନା ପାଇଁ ବିବାହା ମଣ୍ଡପରେ ଚଢ଼ାଉ, ମଣ୍ଡପ ମାଲିକକୁ ଥାନାରେ ଅଟକ

କଳାହାଣ୍ଡି: ରାଜ୍ୟରେ କରାନା ଭାଇରସ୍‌କୁ ନେଇ କଡ଼ା ପଦକ୍ଷେପ ମାନ ନିଆଯାଇଛି । କୌଣସି ସ୍ଥାନରେ ୭ ଜଣରୁ ଅଧିକ ଲୋକ ଏକାଠି ନହେବା ପାଇ ନିର୍ଦ୍ଦେଶ ହୋଇଛି  । ବିବାହ ବ୍ରତଘର କି କୌଣସି ପ୍ରକାରର ଜନଗହଳିପୂର୍ଣ୍ଣ କାର୍ଯ୍ୟ ପାଇଁ ମନା କରାଯାଇଛି । କିନ୍ତୁ ଏହାକୁ ଲୋକେ ମାନିବାକୁ ନାରାଜ  । ଯାହାକୁ ନେଇ ଭବାନିପାଟଣାର ଏକ ବିବାହ ମଣ୍ଡପରେ ଚଢାଉ ହୋଇଛି । ଟାଉନ ପୋଲିସର ଏକ ଟିମ୍‌ ଚଢାଉ କରିଛି । … Continue reading କରୋନା ପାଇଁ ବିବାହା ମଣ୍ଡପରେ ଚଢ଼ାଉ, ମଣ୍ଡପ ମାଲିକକୁ ଥାନାରେ ଅଟକ