ଲାଠି ଚାର୍ଜ କରି ଥକିଲେ, ଅମାନିଆଙ୍କୁ ବୁଝାଇବା ପାଇଁ ଶେଷରେ ଗୀତ ଗାଇଲେ

ଏ ସମୟ ହେଉଛି ଲଢ଼ିବାର ସମୟ । ସାରା ଦେଶ ଏକାଠି ହୋଇ ଯୁଦ୍ଧ କରି ଆଗକୁ ବଢ଼ିବାର ସମୟ । ଏମିତି ଏକ ନୂଆ ଯୁଦ୍ଧ ଆମ ସାମ୍ନାରେ । ଯେଉଁ ଯୁଦ୍ଧର ନାଁ କରୋନା । ଏବେ ସମୟ ଆସିଛି ତୁମକୁ ତୁମ ଦେଶ ଭକ୍ତିର ପରିଚୟ ଦେବାର । ଆମେ ଆପଣଙ୍କ ପାଇଁ ବାହାରେ ଅଛୁ ଆପଣ ମାନେ କେବଳ ଘରେ ରହି କରୋନା ରାକ୍ଷସକୁ ହରାଇବାରେ ଆମକୁ ସାହାଯ୍ୟ କରନ୍ତୁ । … Continue reading ଲାଠି ଚାର୍ଜ କରି ଥକିଲେ, ଅମାନିଆଙ୍କୁ ବୁଝାଇବା ପାଇଁ ଶେଷରେ ଗୀତ ଗାଇଲେ