ଆଜି ସରୁଛି ପ୍ରଚାର: ବୁଥ୍ ମୁହାଁ ପୋଲିଂ ପାର୍ଟି,

ବାଲେଶ୍ୱର: ସଦର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଶେଷ ଦିନରେ ଭୋଟରଙ୍କୁ ମନାଇବାକୁ ଶେଷ ପ୍ରୟାସ କରୁଛନ୍ତି ୩ଦଳର ପ୍ରାର୍ଥୀ । ସେପଟେ ବୁଥ ମୁହାଁ ପୋଲିଂ ପାର୍ଟି। ଅବାଧ ନିରପେକ୍ଷ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ୩ ତାରିଖରେ ୨ଲକ୍ଷ ୩୦ହଜାର ୨୯୭ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଉପନିର୍ବାଚନ ପାଇଁ ୩୫୦ଟି ଲାଇଟ ଭେଇକିଲ ସମେତ ୬୦ଟି ହେଭି ଭେଇକିଲ ନିୟୋଜିତ … Continue reading ଆଜି ସରୁଛି ପ୍ରଚାର: ବୁଥ୍ ମୁହାଁ ପୋଲିଂ ପାର୍ଟି,