ପ୍ରାକ୍ ବଜେଟ୍ ବୈଠକ, ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱ
ଭୁବନେଶ୍ୱର: ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଅନୁଦାନ କାଟ କରିବାର ସମ୍ଭାବନା ଦେଖାଦେଇଛି । ଯାହାର ପ୍ରଭାବ ଆସନ୍ତା ବଜେଟରେ ପଡ଼ିବ । କିପରି ପାଣ୍ଠି ସଂଗ୍ରହ ହେବ, ସେ ନେଇ ଆଜି ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରାକ୍ ବଜେଟ୍ ବୈଠକରେ ଅଭିଜ୍ଞଙ୍କଠାରୁ ମତାମତ ଲୋଡ଼ାଯାଇଛି । ମୁଖ୍ୟତଃ ଅନାଦାୟ ଟିକସ ସଂଗ୍ରହ ଉପରେ ଦିଆଯିବ ଗୁରୁତ୍ୱ । ରାଜସ୍ୱ ବୃଦ୍ଧି ପାଇଁ ସମୀକ୍ଷକଙ୍କ କ୍ଷେତ୍ର … Continue reading ପ୍ରାକ୍ ବଜେଟ୍ ବୈଠକ, ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱ
Copy and paste this URL into your WordPress site to embed
Copy and paste this code into your site to embed