୨୦୧୧ ବିଶ୍ୱକପ୍‌ରେ ଫିକ୍ସିଂ ଅଭିଯୋଗ: ସାଙ୍ଗାକାରାଙ୍କୁ ଜେରା, ଶ୍ରୀଲଙ୍କାରେ ପ୍ରତିବାଦ

କଲମ୍ବୋ: କାଠଗଡ଼ାରେ ୨୦୧୧ ବିଶ୍ୱକପ୍‌ । ଭାରତ ତା’ ଦମ୍‌ରେ ନୁହେଁ ବରଂ ଶ୍ରୀଲଙ୍କାର ଖେଳାଳି ଫିକ୍ସି କରିଥିବା ଯୋଗୁଁ  ବିଜୟୀ ହୋଇଥିଲା । ଏଭଳି ଅଭିଯୋଗ ପରେ ଏବେ ଆରମ୍ଭ ହୋଇଛି ତଦନ୍ତ । ଗୁରୁବାର ତତ୍କାଳୀନ ଅଧିନାୟକ କୁମାର ସାଙ୍ଗାକାରାଙ୍କୁ ଜେରା କରିଛନ୍ତି ତଦନ୍ତକାରୀ ଅଧିକାରୀ । ତଦନ୍ତକାରୀ ସଂସ୍ଥା ପକ୍ଷରୁ ତାଙ୍କୁ ପ୍ରାୟ ୧୦ ଘଣ୍ଟାକାଳ ଜେରା କରାଯାଇଛି। ସ୍ପେଶାଲ ଇନଭେଷ୍ଟିଗେସନ ୟୁନିଟ ନିକଟରେ ବୟାନ ରଖିବାର ପରେ ସାଙ୍ଗାକାରା କହିଛନ୍ତି, “ମୁଁ … Continue reading ୨୦୧୧ ବିଶ୍ୱକପ୍‌ରେ ଫିକ୍ସିଂ ଅଭିଯୋଗ: ସାଙ୍ଗାକାରାଙ୍କୁ ଜେରା, ଶ୍ରୀଲଙ୍କାରେ ପ୍ରତିବାଦ