ଡାକ୍ତରଙ୍କୁ ମାଡ଼ ମାରିଲେ ପୋଲିସ କର୍ମଚାରୀ
ପୁରୀ: ଡାକ୍ତରଙ୍କୁ ମାଡ଼ ମାରିଛନ୍ତି ପୋଲିସ କର୍ମଚାରୀ । ହସ୍ପିଟାଲ ପରିସରରେ କାର୍ଯ୍ୟରତ ଡାକ୍ତରଙ୍କୁ ପୋଲିସ କର୍ମଚାରୀ ମାଡ଼ ମାରିଛନ୍ତି । ଏଭଳି ଏକ ଅଭିଯୋଗ ଆସିଛି ପୁରୀରୁ । ଆହତ ଡାକ୍ତର ଜଣଙ୍କ ରବୀନ୍ଦ୍ର ଘଡ଼େଇ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ମେଡିକାଲ ଛକ ଦେଇ ଯାଉଥିବା ସମୟରେ ହଠାତ୍ ପୋଲିସ ଡାକ୍ତରଖାନା ପରିସର ମଧ୍ୟକୁ ଧସେଇ ପଶି ଆସିଥିଲେ | ଆସିବା ସହ ଡାକ୍ତର ଘଡେ଼ଇଙ୍କ ଉପରକୁ ଆକ୍ରମଣ କରିଥିଲେ । ଡାକ୍ତର … Continue reading ଡାକ୍ତରଙ୍କୁ ମାଡ଼ ମାରିଲେ ପୋଲିସ କର୍ମଚାରୀ
Copy and paste this URL into your WordPress site to embed
Copy and paste this code into your site to embed