spot_img

Latest Posts

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ଘଟଣା, ଆସନ୍ତା ୮ରୁ ୨୭ ତାରିଖ ଯାଏ ଚାଲିବ ଗଣତି ମଣତି କାମ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ଘଟଣା। ଜଷ୍ଟିସ ଅରିଜିତ ପଶାୟତଙ୍କ ଗସ୍ତ ସୂଚୀରୁ ଅନୁମାନ କରାଯାଉଛି। ଜୁଲାଇ ୮ରୁ ୨୭ ତାରିଖ ଯାଏ ଚାଲିବ ଗଣତି ମଣତି କାମ। ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଣତି ମଣତି ହେବ। ଜଷ୍ଟିସ ଅରିଜିତ ପଶାୟତଙ୍କ ଗସ୍ତ ସୂଚୀରୁ ଅନୁମାନ କରାଯାଉଛି। ଜୁଲାଇ ୫ରେ ରତ୍ନଭଣ୍ଡାର କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।

Latest Posts

Don't Miss