ରାହୁଲ ଗାନ୍ଧୀଙ୍କ ସହ କଥା ନହେବାକୁ କିଏ ରାଜୀବ ବଜାଜଙ୍କୁ ଚେତାବନୀ ଦେଇଥିଲେ ?
ନୂଆଦିଲ୍ଲୀ: ବଜାଜ ଅଟୋ ମ୍ୟାନେଜିଂ ଡାଇରେକ୍ଟର ରାଜୀବ ବଜାଜଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ କଥା ନହେବାକୁ ପରାମର୍ଶ ମିଳିଥିଲା । ଏ କଥା ଖୋଦ ରାଜୀବ ବଜାଜ କହିଛନ୍ତି । ଦେଶର ଅର୍ଥନୀତିକୁ ନେଇ ରାହୁଲ ଗାନ୍ଧୀ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସହ ଆଲୋଚନା କରୁଛନ୍ତି । ଏହିକ୍ରମରେ ସେ ଗୁରୁବାର ଦିନ ରାଜୀବ ବଜାଜଙ୍କ ସହ କଥା ହୋଇଥିଲେ । କଥାବାର୍ତ୍ତା କାଳରେ ରାଜୀବ ରାହୁଲଙ୍କୁ କହିଥିଲେ ଯେ, ‘‘ଯେତେବେଳେ ମୁଁ କାହାକୁ … Continue reading ରାହୁଲ ଗାନ୍ଧୀଙ୍କ ସହ କଥା ନହେବାକୁ କିଏ ରାଜୀବ ବଜାଜଙ୍କୁ ଚେତାବନୀ ଦେଇଥିଲେ ?
Copy and paste this URL into your WordPress site to embed
Copy and paste this code into your site to embed