ରାଉରକେଲା ରାସ୍ତାକୁ ଏତେ ଲୋକ ଆସିଲେ କେମିତି ? ଏସପିଙ୍କ ବଦଳି ଚାହୁଁଛି ଓକିଲ ସଂଘ

ରାଉରକେଲା: ରାଉରକେଲା ସହରରେ ଗଲା ୮ତାରିଖ ସଂଧ୍ୟାରେ ଶବ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହେବା ଘଟଣାକୁ ନେଇ ବିବାଦ ବଢିବାରେ ଲାଗିଛି । କରୋନାକୁ ନେଇ ଦେଶବ୍ୟାପି ଲକଡାଉନ୍ ଲାଗୁ ହୋଇଛି । ପାଖାପାଖି ୨ ମାସ ଧରି ଦେଶରେ ସବୁକିଛି ବନ୍ଦ ରହିଛି । କୋଭିଡ୍-୧୯ ଗାଇଡଲାଇନ୍ ଅନୁସାରେ ଜନସମାଗମ ପ୍ରତିବନ୍ଧିତ କିନ୍ତୁ ରାଉରକେଲାର ଜୁନ୍ ୮ ତାରିଖ ଦିନ ଯାହା ଘଟିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜୁନ୍ … Continue reading ରାଉରକେଲା ରାସ୍ତାକୁ ଏତେ ଲୋକ ଆସିଲେ କେମିତି ? ଏସପିଙ୍କ ବଦଳି ଚାହୁଁଛି ଓକିଲ ସଂଘ