ଦ୍ରୁତଗତିରେ ଗାଡ଼ି ଚଳାଉଥିଲେ, ଲୋକେ ଆର୍‌ଟିଓ କୁ ଡାକି ୨୫ ହଜାର ଟଙ୍କାର ଫାଇନ କଟାଇଲେ

ରାୟଗଡ଼ା: ପୁଅ ପାଇଁ ବାପାଙ୍କୁ କାଟିବାକୁ ପଡ଼ିଲା ୨୫ ହଜାର ଟଙ୍କାର ଚାଲାଣ । ନୂଆ ଟ୍ରାଫିକ୍‌ ନିୟମର ଶିକାର ହେଲେ ଏହି ବ୍ୟକ୍ତି । ୧୩ ବର୍ଷର ବାଳକ ରାସ୍ତା ଉପରେ ଦ୍ରୁତଗତିରେ କାର ଚଳାଇବାକୁ ଯାଇ କାଟିବାକୁ ପଡ଼ିଛି ଚାଲାଣ । ଏଭଳି ଘଟଣା ଦେଖିବକୁ ମିଳିଛି ରାୟଗଡା ସଦର ରିଂ ରୋଡ଼ଠାରେ । ସୂଚନା ଅନୁଯାୟୀ, ଆଜି ଦୁଇଜଣ ନାବାଳକ  ଏକ ସେଣ୍ଟ୍ରୋ କାର ଯୋଗେ ସଦର ରିଂ ରୋଡ଼ରେ ଦ୍ରୁତଗତିରେ ଗାଡ଼ି … Continue reading ଦ୍ରୁତଗତିରେ ଗାଡ଼ି ଚଳାଉଥିଲେ, ଲୋକେ ଆର୍‌ଟିଓ କୁ ଡାକି ୨୫ ହଜାର ଟଙ୍କାର ଫାଇନ କଟାଇଲେ