କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

ଭୁବନେଶ୍ୱର: ରେଡ୍‌ ଜୋନ୍‌ରୁ ବାଦ ପଡିଲା ଖୋର୍ଦ୍ଧା ଜିଲ୍ଲା । କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଖୋର୍ଦ୍ଧା ଜିଲ୍ଲାକୁ ରେଡ୍‌ ଜୋନରେ ଘୋଷଣା କରାଯାଇଥିଲା । କିନ୍ତୁ ଧିରେ ଧିରେ କରୋନା ସଂକ୍ରମଣରେ ହ୍ରାସ ଘଟିବାରୁ ଖୋର୍ଦ୍ଧା ଜିଲ୍ଲାକୁ ଆଜି ଅରେଞ୍ଜ ଜୋନକୁ ଆସିଛି । ସେପଟେ କିନ୍ତୁ ଅନ୍ୟପକ୍ଷରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ରେଡ୍‌ ଜୋନ୍‌ରେ ସାମିଲ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ।  ଯଦି ଦେଖାଯାଏ ତେବେ ସମଗ୍ର  ଉତ୍ତର ଓଡ଼ିଶା … Continue reading କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…