Realme ଆଣିଲା 6000mAh ବ୍ୟାଟେରୀର ଶସ୍ତା ସ୍ମାର୍ଟଫୋନ୍
ନୂଆଦିଲ୍ଲୀ: ରିଅଲମି (Realme) ନିଜସ୍ୱ 6000mAh ବ୍ୟାଟେରୀ ବିଶିଷ୍ଟ ସ୍ମାର୍ଟଫୋନ୍ ରିଅଲମି C15 ଲଞ୍ଚ୍ କରିଛି । ନୂଆ ଫୋନ୍ ରିଅଲମି C15 କମ୍ପାନୀର ଅନ୍ୟ ଫୋନ୍ ପରି ଦେଖିବାକୁ । ଫୋନର ଆଗ ପଟ ଡ୍ୟୁ଼ଡ୍ରପ୍ ନାଞ୍ଚ, ପଛ ପଟ ଗ୍ରାଡିଏଣ୍ଟ ଡିଜାଇନ୍ ଓ ଡେଡିକେଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି । ଏଥିରେ ସବୁଠାରୁ ବଡ଼ କଥା ହେଉଛି ଏଥିରେ 6000mAh ବ୍ୟାଟେରୀ ରହିଛି । ଫୋନରେ ୧୮ ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି … Continue reading Realme ଆଣିଲା 6000mAh ବ୍ୟାଟେରୀର ଶସ୍ତା ସ୍ମାର୍ଟଫୋନ୍
Copy and paste this URL into your WordPress site to embed
Copy and paste this code into your site to embed