କରୋନା ଭାଇରସ୍‌’ର ଟାର୍ଗେଟ୍‌ରେ କାହିଁକି ଅଛି ମଣିଷ ?

ବ୍ୟୁରୋ ରିପୋର୍ଟ: ଚୀନ୍‌ରେ ଆତଙ୍କ ଖେଳାଇଛି କରୋନା ଭାଇରସ୍‌ । ମୃତ୍ୟୁ ସଂଖ୍ୟା ୩୬୦କୁ ଛୁଇଁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନ୍‌ ସରକାରଙ୍କ ଉଦ୍ୟମ ପରେ ବି କରୋନା ନିୟନ୍ତ୍ରଣକୁ ଆସୁନି । ଚୀନ୍‌ରେ ଗତ ୨୪ଘଣ୍ଟା ମଧ୍ୟରେ ପୁଣି ୫୪ଜଣଙ୍କ ମୃତ୍ୟୁ ହୋଇଛି । ୨ହଜାର ୫୯୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାସହ ସମଗ୍ର ବିଶ୍ୱରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ୩୮୦ରେ ପହଞ୍ଚିଛି । … Continue reading କରୋନା ଭାଇରସ୍‌’ର ଟାର୍ଗେଟ୍‌ରେ କାହିଁକି ଅଛି ମଣିଷ ?