ରାୟଗଡ଼ା: ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍ ,୩ ମୃତ, ଏକାଧିକ ଯାତ୍ରୀ ଚାପି ହୋଇ ରହିଥିବା ସୂଚନା
ରାୟଗଡ଼ା : ରାୟଗଡା-ବିଷମକଟକ ଥାନା ଅନ୍ତର୍ଗତ କୁମ୍ଭାର ଧାମୁଣି ନିକଟରେ ବସ ଦୁର୍ଘଟଣା ,୩ ମୃତ । ଭାରସାମ୍ୟ ହରାଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଫର୍ଚୁନ ନାମକ ଘରୋଇ ବସଟି ଟିକିରି ରୁ ଭୁବନେଶ୍ୱର ଯାଉଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏହି ବସରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ରହିଥିବା ସୂଚନା ମିଳିଛି । ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ବିଳମ୍ବ ଦେଖା … Continue reading ରାୟଗଡ଼ା: ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍ ,୩ ମୃତ, ଏକାଧିକ ଯାତ୍ରୀ ଚାପି ହୋଇ ରହିଥିବା ସୂଚନା
Copy and paste this URL into your WordPress site to embed
Copy and paste this code into your site to embed