spot_img

Latest Posts

ରାଉରକେଲା ଲହୁଣୀପଡ଼ା ଓ ଲାଠିକଟା ନିକଟରେ ଏନକାଉଣ୍ଟର

ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ଲହୁଣୀପଡ଼ା ଓ ଲାଠିକଟା ନିକଟରେ ଏନକାଉଣ୍ଟର । ପୋଲିସର ଏନକାଉଣ୍ଟରରେ ୩ ଅଭିଯୁକ୍ତ ଆହତ ହୋଇଛନ୍ତି । ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୋମାନଙ୍କ ନିକଟରୁ ୩ଟି ଵନ୍ଧୁକ, ଅଫୁଟା ଗୁଳି, ଗୋଟିଏ ସ୍କୋପିଓ ଜଵତ କରାଯାଇଛି । ଡକାୟତ ମାନଙ୍କୁ ଧରିବାକୁ  ପୋଲସ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ପୋଲିସ ମଧ୍ୟ ପାଲଟା ଗୁଳିମାଡ କରିଥିଲା ।

Latest Posts

Don't Miss