ବିଳମ୍ବିତ ରାତିରେ ସରପଞ୍ଚଙ୍କୁ ଘର ଆଗରେ ବୀଭତ୍ସ ହତ୍ୟା
ନୟାଗଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କୁ ହତ୍ୟା । ବିଳମ୍ବିତ ରାତିରେ ଖଣ୍ଡପଡ଼ା ଥାନା ଢୋଲମରା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସ୍ୱାମୀ, ସ୍ତ୍ରୀଙ୍କ ଘରୋଇ କଳି ଯୋଗୁଁ ବଳି ପଡ଼ିଛନ୍ତି ସରପଞ୍ଚ ସୁଶାନ୍ତ ବେହେରା । ଢୋଲମରା ଗାଁର କୁଳମଣି ସ୍ୱାଇଁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା । ବହୁବାର ସରପଞ୍ଚ ଥାନାରେ ଦମ୍ପତିଙ୍କ କଳହର ଆପୋଷ ସମାଧାନ କରିଛନ୍ତି । ଗତକାଲି କୁଳମଣି ଓ ତାଙ୍କ ସ୍ତ୍ରୀଙ୍କ … Continue reading ବିଳମ୍ବିତ ରାତିରେ ସରପଞ୍ଚଙ୍କୁ ଘର ଆଗରେ ବୀଭତ୍ସ ହତ୍ୟା
Copy and paste this URL into your WordPress site to embed
Copy and paste this code into your site to embed