ପାରାଦୀପଠାରୁ ୭୦୦ କିମି ଦୂରରେ ମହାବାତ୍ୟା ‘ଅମ୍ଫାନ୍’

ଭୁବନେଶ୍ୱର: ସୁପରସାଇକ୍ଲୋନ୍ ‘ଅମ୍ଫାନ୍’ ବିଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୧୧ କିମି ବେଗରେ ଉତ୍ତର ଦିଗରେ ଗତି କରୁଛି । ଏବେ ‘ଅମ୍ଫାନ୍’ ପାରାଦୀପଠାରୁ ଦକ୍ଷିଣରେ ୭୦୦ କିମି ଦୂରରେ ଅଛି । ପଶ୍ଚିମବଙ୍ଗ ଦୀଘାଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୮୬୦ କିମି ଦୂରରେ ଓ ବାଂଲାଦେଶ ଖେପୁରିଆ ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୮୯୦ କିମି ଦୂରରେ ଅଛି । ଏହା ଉତ୍ତର ଉତ୍ତର-ପୂର୍ବ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରକୁ ଗତି ବଦଳାଇ ପଶ୍ଚିମବଙ୍ଗ-ବାଂଲାଦେଶ … Continue reading ପାରାଦୀପଠାରୁ ୭୦୦ କିମି ଦୂରରେ ମହାବାତ୍ୟା ‘ଅମ୍ଫାନ୍’